[00:17.83] ହୁଁ-ହୁଁ-ହୁଁ-ହୁଁ-ହୁଁ [00:26.48] ତୁ ସ୍ପନ୍ଦନ, ତୁ ଜୀବନ [00:29.87] ଆଖି ପଲକରେ ତୁ ଛାଇ ସପନ [00:37.75] ତୁ ସ୍ପନ୍ଦନ, ତୁ ଜୀବନ [00:41.33] ଆଖି ପଲକରେ ତୁ ଛାଇ ସପନ [00:49.45] କଥା ତୁ ଦେଇଯା [00:53.04] ମୋ ପାଖେ ରହିଯା [00:57.00] ଏଇ ଜୀବନ ତୋର ମୋ ନାଁ ରେ ଲେଖି ଯାଆ [01:04.96] କଥା ତୁ ଦେଇଯା [01:08.98] ମୋ ପାଖେ ରହିଯା [01:12.92] ଏଇ ଜୀବନ ମୋ ନାଁ ରେ ଲେଖି ଯାଆ [01:20.58] ସାଥି, ଓ ରେ ସାଥି [01:28.66] ସାଥି, ଓ ରେ ସାଥି [01:36.42] ସାଥି, ଓ ରେ ସାଥି [01:44.33] ସାଥି, ଓ ରେ ସାଥି [02:26.12] ଆନମନା, ବାଟବଣା [02:30.28] ବାଟୋଇ ମୁଁ ଥିଲି [02:34.09] ତୋ ମିଠା ସ୍ପର୍ଶରେ ମୁଁ [02:37.89] ମୋ ନିଜକୁ ପାଇଲି [02:45.80] ହୋ, ଆନମନା, ବାଟବଣା [02:49.82] ବାଟୋଇ ମୁଁ ଥିଲି [02:53.73] ତୋ ମିଠା ସ୍ପର୍ଶରେ ମୁଁ [02:57.59] ମୋ ନିଜକୁ ପାଇଲି [03:01.65] ଲୁହରେ ତୁ ମୋର [03:05.14] ହସରେ ତୁ ମୋର [03:08.90] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା [03:17.20] ଲୁହରେ ତୁ ମୋର [03:20.72] ହସରେ ତୁ ମୋର [03:24.88] ପ୍ରତି ମୁହୂର୍ତ୍ତ ତୋର ସାଥି ମୁଁ ମାନିଯା [03:32.15] ସାଥି, ଓ ରେ ସାଥି [03:40.73] ସାଥି, ଓ ରେ ସାଥି [03:48.51] ସାଥି, ଓ ରେ ସାଥି [03:56.52] ସାଥି, ଓ ରେ ସାଥି [04:38.19] ଇଛାହୁଏ କିଛିଦିନ [04:42.07] ଆଉ ବଂଚିଯିବି [04:45.85] ବଞ୍ଚିବାର ବାହାନାରେ [04:49.94] ତତେ ଦେଖୁଥିବି [04:57.41] ହୋ, ଇଛାହୁଏ କିଛିଦିନ [05:01.65] ଆଉ ବଂଚିଯିବି [05:05.60] ବଞ୍ଚିବାର ବାହାନାରେ [05:09.78] ତତେ ଦେଖୁଥିବି [05:13.37] ଭଲରେ ତୁ ମୋର [05:16.99] ମନ୍ଦରେ ତୁ ମୋର [05:21.14] ତୋ ଦେହ ଛାଇପରି ମୁଁ ନିତି ରହୁଥିବି [05:28.88] ଭଲରେ ତୁ ମୋର [05:32.72] ମନ୍ଦରେ ତୁ ମୋର [05:36.76] ତୋ ଦେହ ଛାଇପରି ମୁଁ ରହିବି [05:44.26] ସାଥି, ଓ ରେ ସାଥି [05:52.51] ସାଥି, ଓ ରେ ସାଥି [06:00.15] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି) [06:08.16] ସାଥି, ଓ ରେ ସାଥି (ସାଥି, ଓ ରେ ସାଥି) [06:19.83]